କଟକ,୫/୦୭(ଜିଲ୍ଲା ଖବର) : ବିଭିନ୍ନ ସମୟରେ ସରକାର କର୍ମ ବାଣ୍ଟୁ ନାହାନ୍ତି ,ଟଙ୍କା ବାଣ୍ଟୁଛନ୍ତି , ତେଣୁ ଟଙ୍କା ଥିବା ଲୋକ ସିଂହ ଭାଗ ଟଙ୍କା ନେଇ ଯାଉଥିବା ବେଳେ କର୍ମ କୁ ଚାହିଁ ରହିଥିବା ଲୋକ ନିର୍କମା ପାଳଟୁଛନ୍ତି ,ଯାହା ପାଇଁ ଆଜି ଦେଶର ଅବସ୍ଥା ଘୋର ସଙ୍କଟ ଭିତରେ ଅଭିବୃଦ୍ଧି ହାର ଯଥେଷ୍ଟ କମି ଯିବା ପରେ ସାଧାରଣ ଜନତା କୁ ଆପଣଙ୍କ ଭୁଲ ର ବୋଝ ବୋହିବାକୁ ପଡୁଛି , ପେଟ ଚାଖଣ୍ଡ ପାଇଁ ସଂଗ୍ରାମ କରୁଛି ତଥାପି ଭୋକ ମେଂଟୁନି ,ଯଦି କର୍ମ ନିଯୁକ୍ତି ପାଇଁ ସୁଯୋଗ ଥାନ୍ତା ଆଜି କଣ ଆଖି ଲୁହ ଠେଙ୍ଗିରେ ପୋଛୁ ଥାନ୍ତା , ଅବ୍ୟଶ ଟଙ୍କା ବାଣ୍ଟି ଲେ ଏଲୋପ୍ରାଥୀ ମେଡ଼ିସିନ ପରି କାମ କରୁଛି ମୁକୁଟ ସୁରକ୍ଷିତ , କର୍ମ ବାଣ୍ଟିଲେ ହୋମିୟ ପ୍ରାଥି ମେଡ଼ିସିନ ଭଳି କାମ କରିବ , ସମସ୍ତ ଙ୍କ ଦେହ କୁ ହିତ କିନ୍ତୁ ମୁକୁଟ ସୁରକ୍ଷିତ ନା ନାହିଁ ସନ୍ଦେହ ଘେରରେ ରହୁଛନ୍ତି , ଯଦି ପ୍ରକୁତ୍ର କର୍ମ ବାଣ୍ଟିବ ତମକୁ ତମେ ନିଶ୍ଚିତ ଖୁସିରେ ରହିପାରିବ । ହେଲେ ସାମୟିକ ଭାବେ ଟଙ୍କା ବାଣ୍ଟି ସମସ୍ତ ଙ୍କ ସ୍ୱାସ୍ଥ୍ୟ ଖରାପ କରୁଛନ୍ତି ସରକାର ଯଦି ପାରୁଛ କର୍ମ ବାଣ୍ଟ । ଟଂକା କିଛି ସମୟ ପାଇଁ ଖୁସି ଦେଵ କିଛି ଲୋକଙ୍କ ଲାଭ ହେବ ,କିନ୍ତୁ କର୍ମ ବାଣ୍ଟିଲେ ସାରା ଜଗତ ର ଲାଭ ହେବ , ଦେଶର ସମସ୍ତ ଅଧିକାରୀ ଗଣ ଓ ଶାସକ ଗଣ ଯେତେବେଳେ ଦେଶ ବିକାଶ ପାଇଁ ନିର୍ଣ୍ଣୟ କରୁଛ ,କର୍ମ ଯୋଗୀ ନିର୍ଣ୍ଣୟ ନିୟ , ଯାହା ସଦାବେଳ ପାଇଁ ବ୍ୟବହାର ଯୋଗ୍ୟ ବିବେଚିତ ହେବେ , ନହେଲେ ଆଗାମୀ ପିଢ଼ି ତମକୁ କ୍ଷମା ଦେବେ ନାହିଁ , କର୍ମ ବାଣ୍ଟିବାକୁ କଂଗ୍ରେସ ଗମେଣ୍ଟ ଆଣିଥିଲା mgnregs , କର୍ମ କରିବେ ପରିବାର ପତିପୋଷଣ କରିବେ , ଆଉ ଯାଜନ ଯିବେନି , ଲୁଟ ରୋକିବା ପାଇଁ କିଛ ପ୍ରୟାସ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟରେ କିନ୍ତୁ ବିଭାଗୀୟ ଅଧିକାରୀ ଓ ଆଇନି କରିଥିବା ଶାସକ ମାନେ ଗଲା ବାଟ ବାହାର କରି ଲୁଟ ଆରମ୍ଭ କରିଦେଲେ ମଧ୍ୟ ,ନୂଆ ନୂଆ କିଛି ଦିନ ଧରି ଦିନ ମଜୁରିଆ ପରିବାର ପତିପୋଷଣ ପାଇଁ କିଛି ମାତ୍ରାରେ ସୁଯୋଗ ସୃଷ୍ଟି କରିଥିଲା , କିନ୍ତୁ ଏବେ mgnregs କର୍ମ ନିଯୁକ୍ତି ବାହାନା ରେ କିଛି ବକ୍ତି ଓ ବିଭାଗୀୟ ଅଧିକାରୀ ଓ ଯିଏ ଯେଉଁଠି କ୍ଷମତା ରେ ଅଛନ୍ତି ତାଙ୍କର କ୍ଷମତା ବବ୍ୟହାର କରି mgnregs କୁ ଦେଶରେ ଲୁଟ ର ବଡ଼ ହବ କରିସାରିଲେଣି , ସେଥିପାଇଁ ସାମ୍ବାଦିକ କେଉଁଠି ଲୋଭ ଗସ୍ତ ହୋଇ ଚୁପଚାପ ରହୁଛି ତ କେଉଁଠି ଚାପରେ ରହୁଛି ତ କେଉଁଠି ତୃଟି ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ ନକରି ପ୍ରୋତ୍ସାହନ ନେଉଛି ଯାହା ଅତ୍ୟନ୍ତ ଦୁଃଖଦ ଘଟଣା ଓ ଲଜ୍ୟା ଜଣକ ଘଟଣା , ଅଧିକାରୀ ମାନଙ୍କ କଥା ନକହିବା ଭଲ । ତେଣୁ ଯାହାକୁ କରିବା କଥା ଗୁହାରି ସେତ ଦେଉଛନ୍ତି ଦୁହାରି ଯିଏ ଭାଗ୍ୟ କୁ ଆଦରି ରହିଲା ଗୋଟେ ପ୍ରକାର ଭଲ ନହେଲେ ଯିଏ କିଛି କଥା ଲୋକ ଲୋଚନକୁ ଆଣିବ ତାକୁ ଫିରେ ଅବାସ୍ତବ ଅବାଞ୍ଚିତ ଉପାଧି ବି ମିଳିଯିବ ଲୁଟେରା ଓ ତାଙ୍କ ସହକର୍ମୀ ମାନଙ୍କ ପକ୍ଷରୁ । ନହେଲ ସ୍ୱାର୍ଥ ରେ ବାଧା ଆସିଲେ ମିଛ ମାମଲା ରେ ଛଂଦି ଦେବେ ମାନସିକ ଯନ୍ତ୍ରଣା ଦେବେ ମାଡ଼ ଦେବାକୁ ବି ପଛାଉ ନାହାନ୍ତି । ଏପରି ସ୍ଥିତିରେ ଏବେ ସରକାର ଙ୍କ କର୍ମ ନିଯୁକ୍ତି ଯୋଜନା ର ରୂପରେଖ । ଏହିଭଳି କିଛି କୁଜି ନେତା ବା ଗା ଦଲାଲ ଓ ବିଭାଗ ର ଅଧିକାରୀ ଙ୍କ ଯୋଗୁ ସରକାର ଙ୍କ ଯୋଜନା ଫେଲ ସହ ଗରିବ ଗୁରୁବାଙ୍କ ପେଟ କୁ ଲାତ ମାରୁଥିବା ଅଧିକାରୀ ଗଣ ବେଶୀ ନହେଲେ ନାଇଁ ଟିକେ ସୁଧୁରୀ ଯା ଏଭଳି ସଙ୍କଟ ସ୍ଥିତିରେ ନହେଲ ଧର୍ମ ସହିବନି , ଯେତେ କଳା ଟଙ୍କା ରୋଜଗାର କଲେ ବି ସେଇ ଛଅ ଖଣ୍ଡ ବାଉଁଶ ରେ ଯିବ , କର ଯାହା କରୁଚ କର କିଛି ନେଇକି ଯିବନି ।
ରିପୋର୍ଟ ଯଶୋବନ୍ତ ବେହେରା ।



