Home ଆଞ୍ଚଳିକ କଟକ ଯାତମୁଣ୍ଡିଆ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର।

କଟକ ଯାତମୁଣ୍ଡିଆ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର।

26

କଟକ,ବାଙ୍କୀ-୦୫/୦୭(ଜିଲ୍ଲା ଖବର)ଗତକାଲି ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜରୁ ମହାନଦୀକୁ ଡେଇଁ ଆତ୍ମହତ୍ଯା କରିଥିବା ଯୁବକ ତିଗିରିଆ ଥାନା ଅନ୍ତର୍ଗତ ଶୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ ଙ୍କ ମୃତଦେହ ଆଜି ଜଗତପୁର ଥାନା ଜୋବ୍ରା ୩୪ ନମ୍ବର ଗେଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା କୁ ପଠାଇଛି।

ରିପୋର୍ଟ ଯଶୋବନ୍ତ ବେହେରା