Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡା ନୁଆସାହିରେ ଦେଖିବାକୁ ମିଳିଛି ବ୍ରହ୍ମକମଳ ଫୁଲ।

ବାଲିଗୁଡା ନୁଆସାହିରେ ଦେଖିବାକୁ ମିଳିଛି ବ୍ରହ୍ମକମଳ ଫୁଲ।

230

ବାଲିଗୁଡା-୦୫/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବଡ଼ଗାଁ କନ୍ୟାଶ୍ରମରେ କାର୍ଯ୍ୟରତ ବିଜୟ କୁମାର ପାତ୍ର ସେ ତାଙ୍କ ଘର ବଗିଚାରେ ଆଜି ପାଞ୍ଚ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖି ଖୁସି ହୋଇଥିଲେ ଏବଂ ଏଥିରେ ପରିବାର ସଦସ୍ଯ ମାନେ ମଧ୍ୟ ଖୁସିରେ ବିଭୋର ହୋଇଛନ୍ତି। ବ୍ରହ୍ମକମଳ ଫୁଲ ଫୁଟିଥିବା ର ସ୍ଥାନୀୟ ବାସିନ୍ଦା ଜାଣିପାରି ଏହି ଫୁଲକୁ ଦେଖିବାକୁ ଲୋକେ ବିଜୟ କୁମାର ପାତ୍ରଙ୍କ ଘରକୁ ଯିବାର ଦେଖିବାକୁ ମିଳିଥିଲା।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ