Wednesday, October 14, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା

କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା

47
Representational Image/WKBN

ବାଲିଗୁଡା,୦୪-୦୭{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଲାଗିରହିଛି | ବର୍ଷା ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଲାଗି ରହିଥିଲା | ଏମିତି ବର୍ଷା ଆଗରୁ କେବେ ହୋଇନଥିଲା ଫଳରେ ଚାଷୀଙ୍କୁ ଚାଷକାମ କରିବା ପାଇଁ ଏଭଳି ବର୍ଷା ଅବଶକ୍ୟ ଥିଲା | ବର୍ଷା ଆଜି ଲାଗି ରହିଥିବାରୁ ଚାଷୀଙ୍କ ମନରେ ଉଚ୍ଛାୟ ଦେଖିବାକୁ ମିଳିଛି । କରୋନା ମହାମାରୀ କୁ ଆଖିଆଗରେ ରଖି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କାଳେ କରୋନା ମହାମାରୀକୁ ସଚେତନ ଓ ସୁରକ୍ଷିତ ରହିବା ପାଇଁ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନେ ମିଶି ଘର ଘରକୁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ