
କଟକ ୪/୦୭(ଜିଲ୍ଲା ଖବର) : ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରୁ ଗତକାଲି ବିଳମ୍ବିତ ରାତିରେ ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା।ଯୁବକ ଜଣକ ହେଉଛନ୍ତି।ବାଙ୍କୀ ଥାନା ବନ୍ଦାଳ ଗ୍ରାମପଞ୍ଚାୟତର ଶୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ (୨୫)ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ।ବାଙ୍କୀ ଓ ଡମପଡା ଦମକଳ ବାହିନୀର ମହାନଦୀରେ ଖୋଜାଖୋଜି ଆରମ୍ଭ।
ରିପୋର୍ଟ ଯଶୋବନ୍ତ ବେହେରା



