
ବାଲିଗୁଡ଼ା,୨୯/୦୬(ଜିଲ୍ଲା ଖବର) : ଗତ କିଛି ଦିନତଳେ ୩୮୫ କିଲୋ ଗଞ୍ଜେଇକୁ ପୋଲିସ ମହାସିଙ୍ଗ ନିକଟରରୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ | ସେହି କେସରେ ସପୃକ୍ତ ଅନ୍ୟ ଏକ ବ୍ୟକ୍ତି ରାମ ସିଂହ ବିନ୍ଧାଣିଙ୍କୁ ପୋଲିସ ବଗଡ ଗ୍ରାମରୁ ଗିରଫ କରି କେସ ନମ୍ବର ୧୧୧/୨୦ଅନୁଯାୟୀ କୋର୍ଟ ଚାଳନ କରିଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



