Home ଆଞ୍ଚଳିକ କଟକ ଜିଲ୍ଲା ବଡ଼ମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ।

କଟକ ଜିଲ୍ଲା ବଡ଼ମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ।

161

କଟକ,୨୮/୦୬:(ଜିଲ୍ଲା ଖବର)କଟକ ଜିଲ୍ଲା ବଡ଼ମ୍ବା ଥାନା ଆଇଆଇସି କୋରୋନା ପଜିଟିଭ ଚିହ୍ନଟ।ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ଅଶ୍ୱିନ ସ୍ଥାନାନ୍ତର କରାଯାଇଛି, ଥାନାରେ କାର୍ଯ୍ୟରତ ୬ ଜଣ ପୋଲିସ୍ ଙ୍କ ଠାରେ କରୋନା ଲକ୍ଷଣ ଥଣ୍ଡା, କାଶ ଦେଖିବାକୁ ମିଳୁଛି , ସେ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି,ଆଜି ବଡ଼ମ୍ବା ଥାନାକୁ ସାନିଟାଇଜ୍ କରାଯିବା ସହ ଥାନାର ସମସ୍ତ ୪୨ ଜଣ ପୋଲିସ କର୍ମଚାରୀଙ୍କ କୋରୋନା ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ଚାଲିଛି।

ରିପୋର୍ଟ ଯଶୋବନ୍ତ ବେହେରା