Wednesday, October 14, 2026
Home ଆଞ୍ଚଳିକ କନେଷ୍ଟେବଲଙ୍କ ସମେତ ଗଞ୍ଜେଇ ବେପାରୀ ଗିରଫ ଓ ଜାଲ ନୋଟ ଜବତ

କନେଷ୍ଟେବଲଙ୍କ ସମେତ ଗଞ୍ଜେଇ ବେପାରୀ ଗିରଫ ଓ ଜାଲ ନୋଟ ଜବତ

31

କନ୍ଧମାଳ ୨୨/୦୬(ଜିଲ୍ଲା ଖବର) : କନ୍ଧମାଳ ଫିରିଙ୍ଗିଆ ଥାନାର ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଟାଟା ସୁମୋ ଗୋଲ୍ଡ ନମ୍ବର OR 02 AT 9369 ଯାଞ୍ଚ କଲା ସମୟରେ ଗଞ୍ଜେଇ ଥିବା ଗାଡ଼ିକୁ ଜବତ କରିବା ସହ 3 ଜଣକୁ ଗିରଫ କରି ଫିରିଙ୍ଗିଆ ଥାନାକୁ ନିଆଯାଇଥିଲା ସେଠାରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଖୋଳତାଡ଼ କରି ସେମାନଙ୍କ ଠାରୁ 30 KG ଗଞ୍ଜେଇ ଓ ଜାଲ ନୋଟ 1, 13000/- ଟଙ୍କା ଜବତ କରିଥିଲେ ଓ କନେଷ୍ଟେବଲ ବସନ୍ତ ନାହାକ,ମଧୁସୂଦନ ଦିଗାଲ,ବଳଭଦ୍ର ସାହାଣୀ ଗିରଫ କରି କେଶ ନମ୍ବର 48/20 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।