
ବାଲିଗୁଡା- ୨୧/୦୬ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ ହେଲା ମହିଳା ଫ୍ଲାଇଙ୍ଗ ଅଫିସର ରୂପେ ସୁଶ୍ରୀ ସାଇ ପ୍ରଣୀତା ବିବେଚିତ ହୋଇଛନ୍ତି। ଫୁଲବାଣୀ ମାଷ୍ଟ୍ର ପଡା ରେ ରହୁଥିବା ବାପା ଶଙ୍କର ଚରଣ ମହାନ୍ତି ମାତା ମିନତୀ ମହାନ୍ତି ଙ୍କର ସେ ତୃତୀୟ କନ୍ୟା ଭାବେ ପରିଚିତ୍ତ। ମାଟିର ଗୌରବ କୁ ପ୍ରତିପାଦନ କରି ସମଗ୍ର କନ୍ଧମାଳ ଜିଲ୍ଲା ବାସି ପାଇଁ ଏହା ଗର୍ବ ଓ ଗୌରବ ର ରୂପ ପାଲଟିଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ




