
ବାଲିଗୁଡା ୧୯/୦୬ (ଜିଲ୍ଲା ଖବର) : ଠାରେ ଆଜି ବିଜେପି ତରଫରୁ ସହିଦ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଦେଖିବାକୁ ମିଳିଛି | ସୂଚନା ମୁତାବକ ଭାରତ ମାତା ର ବୀରପୁତ୍ର ସହିଦ ଜବାନକୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ଆଜି PWD ଛକ ଠାରେ ବିଜେପି ତରଫରୁ ମାସ୍କ ପରିଧାନ କରି କନ୍ଧମାଳ ମାଟିର ବୀର ପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନ ଅମର ରହେ ଅମର ରହେ ସ୍ଲୋଗାନ ଦେଇ ନୁଆସାହି ପର୍ଯ୍ୟନ୍ତ ଯାଇଥିଲେ | ଏଥିରେ ଦୁଃଖରେ ମର୍ମାହତ ହୋଇ ପଡ଼ିଥିବା ଲୋକଙ୍କୁ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଶେଷରେ ନୁଆସାହି ଛକ ଠାରେ ସହିଦ ଙ୍କ ଉଦେଶ୍ୟ ରେ ଦୀପ ପ୍ରଜ୍ୱଳନ କରାଯାଇ ଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



