Wednesday, November 11, 2026
Home ଆଞ୍ଚଳିକ ବେଲଗୁଣ୍ଠାରୁ ଜଣେ କରୋନା ଯୋଦ୍ଧା ସମେତ ଆଉ ଚାରି ପଜିଟିଭ ଚିହ୍ନଟ

ବେଲଗୁଣ୍ଠାରୁ ଜଣେ କରୋନା ଯୋଦ୍ଧା ସମେତ ଆଉ ଚାରି ପଜିଟିଭ ଚିହ୍ନଟ

27

ବେଲଗୁଣ୍ଠା ,୧୮/୦୬ (ଜିଲ୍ଲା ଖବର) : ବେଲଗୁଣ୍ଠା ବ୍ଲକ ଓ ଏନଏସିରୁ ଆଉ ଚାରିଜଣ କରୋନା ପଜିଟିଭ ଚିଣ୍ହଟ ହୋଇଛନ୍ତି .ଏମାନଙ୍କ ମଧ୍ୟରେ ଜଣେ କରୋନା ଜୋଦ୍ଧା ମଧ୍ୟ ପଜିଟିଭ ଥିବା ଜଣା ପଡିଛି .ପାଂଚ ଦିନ ମଧ୍ୟରେ ବେଲଗୁଣ୍ଠା ଏନଏସି ର ଜଣେ ଓ ବ୍ଲ୉କ ଅଂଚଳରୁ ୧୧ଜଣଙ୍କୁ ମିଶାଇ ସଂଗରୋଧ କେନ୍ଦ୍ର ବାହାରୁ ୧୨ ଜଣ ଚିଣ୍ହଟ ହେଲେଣି .ଗତକାଲି ଚିଣ୍ହଟ ହୋଇଥିବା ଚାରି ଜନଙକ ମଧ୍ୟରୁ ତନରଡ଼ାର କରୋନା ଜୋଢ୍ହା ତଥା ୪୩ବର୍ଷୀୟ ଜଣେ ସିଖ୍ଯକ ଅନ୍ତର୍ଭୁକ୍ତ .ଷିକ୍ଷ୍ଯକ ଜନକ ଢୁମୁଛାଇ ପଂଚାୟତ କେବୀରୀ ୟୁପି ସ୍କୁଲ ସଂଗରୋଧ କେନ୍ଦ୍ରରେ ମେ ୧୩ଠାରୁ ଜୁନ ୧୧ତାରିଖ ପର୍ଜ୍ୟନ୍ତ ଡ୍ଯୂଟୀ କରୁଥିଲେ .ସେହିପରି ବେଲଗୁଣ୍ଠା NAC ମୁଖ୍ୟ ସଡକରେ ଔଷଦ ଦୋକାନ କରିଥିବା ୪୨ବର୍ଷୀୟ ବ୍ଯକ୍ତିବି ପଜିଟିଭ ଚିଣ୍ହଟ ହୋଇଛନ୍ତି .ତାଂକ ପତ୍ନୀ ମହାରାଷ୍ଟ୍ରରୁ ୧୨ତାରିଖରେ ବିମାନ ଜୋଗେ ଭୁବନେଶ୍ଵରରେ ପହଂଚିଥିଲେ .ସ୍ଵାମୀଙ୍କ ଚିଣ୍ହଟ ପରେ ଆଜି ସ୍ତ୍ରୀର ମଧ୍ୟ ସ୍ଵାବ ସଂଗ୍ରହ କରି ପରିକ୍ଷ୍ୟା ପାଇଁ ପଠାଜାଇଛି .ସେହିପରି ଜୀରୋଲୀ ଗ୍ରାମର ଜଣେ ୫୦ବର୍ଷୀୟ ପୁରୁଷ ଓ ଗୀରୀସୋଲା ଗ୍ରାମର ୪୧ବର୍ଷୀୟା ମହିଳା ମଧ୍ୟ ପଜିଟିଭ ଚିଣ୍ହଟ ହୋଇଛନ୍ତି .ଏହି ଦୁଇ ଜଣ ଗତ ରବିବାର ଓ ସୋମବାର ଦିନ ବେଲ୍ଲଗୁଣ୍ଠା ବ୍ଲକ ବଂକା ପଂଚାୟତର ପୂର୍ବରୁ ଚିଣ୍ହଟ ହୋଇଥିବା ଗୀରୀସୋଲା ଗ୍ରାମର ୬ ଜଣ ଦୋକାନୀ ଓ ଜୀରୋଲୀ ଗ୍ରାମର ୨ଜଣ ଦୋକାନୀଙକ ସଂସ୍ପର୍ଶରେ ଆସିଥିଲେ .ଏମାନଂକୁ ସଂଗରୋଧରେ ରଖାଜାଇ ସ୍ଵାବ ପରିକ୍ଷ୍ୟା ପାଇଁ ପଠାଜାଇଥୀଲା .ଗତକାଲି ଏହି ଦୁଇ ଜନଙକ ରିପୋର୍ଟ ପଜିଟିଭ ଆସିଥିଲା .ଏମାନେ ସମସ୍ତଂକୁ କୋଭିଡ ଭେନରେ ଭଂଜନଗର ସ୍ତିତ କୋଭିଡ କେର କେର ସେଣ୍ଟେରକୁ ପଠାଜାଇଛି ।

ରିପୋର୍ଟ ଶିବରାମ ଚୌଧୁରୀ ।