
ବାଲିଗୁଡ଼ା ୧୫/୦୬ (ଜିଲ୍ଲା ଖବର) : ଲକ ଡାଉନ୍ ଜୁନ ୩୦ ପର୍ୟ୍ୟନ୍ତ ଚାଲୁ ରହିବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନୂଆ ନିୟମ କରାଯାଇଛି । ଏହିପରି କ୍ଷେତ୍ରରେ ବ୍ୟାଙ୍କ୍ ର ସମୟକୁ ମଧ୍ୟ ପରିବର୍ତ୍ତନ ପାଇଁ ଜିଲ୍ଲାପାଳ ବ୍ୟାଙ୍କ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୮ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ପାଇଁ ଖୋଲା ରହିବ ଏବଂ ୧ଘଣ୍ଟ ପରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



