Tuesday, October 13, 2026
Home ଆଞ୍ଚଳିକ ଫୁଲବାଣୀ ସହରରେ ଦେଖିବାକୁ ମିଳିଲା ବ୍ରହ୍ମକମଳ ଫୁଲ

ଫୁଲବାଣୀ ସହରରେ ଦେଖିବାକୁ ମିଳିଲା ବ୍ରହ୍ମକମଳ ଫୁଲ

71

ବାଲିଗୁଡ଼ା ୧୪/୦୬ (ଜିଲ୍ଲା ଖବର) : ସୁମନ୍ତି ମହାରଣା ଫୁଲବାଣୀ ସଦରମହକୁମା ସ୍ଥିତ ନଦିଖଣ୍ଡି ସାହିରେ ରୁହନ୍ତି ସେ ଗୋଟିଏ ବଗିଚା କରିଛନ୍ତି | ସେହି ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖି ପରିବାର ସଦସ୍ଯ ମାନେ ଖୁସି ରେ ଆତ୍ମହରା ହୋଇଛନ୍ତି। ପ୍ରଥମ ଥର ଫୁଲବାଣୀ ସହରରେ ଏକାଥରେ ୧୨ଟି ବ୍ରହ୍ମକମଳ ଫୁଲ ଫୁଟୁଥିବା ର ସୁମନ୍ତି ମହାରଣା ଘର ର ବଗିଚାରେ ଦେଖିବାକୁ ମିଳିଥିଲା | ବ୍ରହ୍ମକମଳ ଫୁଲ ଫୁଟିଥିବା ର ସ୍ଥାନୀୟ ବାସିନ୍ଦା ଜାଣିପାରି ଥିଲେ ଓ ଲୋକ ଲୋଚନ ରେ ମଧ୍ୟ ଦେଖିବାକୁ ମିଳିଥିଲା | ଏହି ଫୁଲକୁ ଦେଖି ବାକୁ ଲୋକେ ନଦିଖଣ୍ଡି ସାହି ସ୍ଥିତ ସୁମନ୍ତି ମହାରଣା ଘରକୁ ଯିବାର ଦେଖିବାକୁ ମିଳିଥିଲା |ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।