
କଟକ ୧୩/୦୬(ଜିଲ୍ଲା ଖବର) : କରୋନା ଦିନକୁ ଦିନ ସମଗ୍ର ରାଜ୍ୟ ରେ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାର ନେଇଛନ୍ତି ବ୍ୟାପକ ପଦକ୍ଷେପ , ରାଜ୍ୟ ସରକାର କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ୧୧ ଟି ଜିଲ୍ଲା ରେ ସପ୍ତାହ ର ଶନି ଓ ରବି ବାରକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସେହି ପରିପ୍ରେକ୍ଷୀରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବୁଲା ଜୀବଜନ୍ତୁ ଗାଈ, ଗୋରୁ , ଷଣ୍ଢ, କୁକୁର ମାନଙ୍କୁ କଟକର ବିଭିନ୍ନ ସ୍ଥାନରେ ଏହି ଘଡି ସନ୍ଧି ମୃହୁତ୍ ରେ ସାମାଜିକ ସଂଗଠନ ‘ ସାହାଯ୍ୟ’ କାର୍ଯ୍ୟକ୍ରତ୍ତା ମାନେ ପହଂଚି ବୁଲା ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ଯୋଗାଇଥିଲେ l ସାହାଯ୍ୟ ସଂଗଠନ ର ଏହିଭଳି କାର୍ଯ୍ୟ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି l




