Wednesday, October 14, 2026
Home ଆଞ୍ଚଳିକ ବରିଷ୍ଠ ଜନତା ଦଳର ନେତା ପ୍ରଭାକର ବିଶ୍ୱାସରାୟଙ୍କ ପରଲୋକ

ବରିଷ୍ଠ ଜନତା ଦଳର ନେତା ପ୍ରଭାକର ବିଶ୍ୱାସରାୟଙ୍କ ପରଲୋକ

24

ବ୍ରହ୍ମପୁର ୧୩/୦୬ (ଜ଼ିଲ୍ଲା ଖବର) : ବରିଷ୍ଠ ଜନତା ଦଳର ନେତା ପ୍ରଭାକର ବିଶ୍ୱାସରାୟ ବୃଦ୍ଧ ଅବସ୍ଥାରେ ୮୪ ବର୍ଷ ପୂର୍ତ୍ତିସମୟରେ ବ୍ରହ୍ମପୁର ଲୋଚାପଡ଼ା ବେଙ୍କକଲୋନୀ ବାସବଭନ ଠାରେ ୭ତାରିଖ ରବିବାର ସକାଳ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ସେ ହିଞ୍ଜିଳି ଅଞ୍ଚଳର ନେତା ବିଜୁବାବୁ ଙ୍କ ଅମଳରେ ୧୯୭୬ ମସିହା ଯୁବ ସମୟରେ ୧୫ବର୍ଷ ଜନତାଦଳ ର କାର୍ୟ୍ୟ ସୁଚାରୁ ରୂପେ ତୁଲାଇ ଅଞ୍ଚଳବାସି ଙ୍କ କାର୍ୟ୍ୟସମ୍ପାଦନ କରୁଥିବାରୁ ଜନତା ତରଫରୁ କାଉନସିଲର ଭାବେ ପଦ ପାଇ ଲୋକଙ୍କ ବିଶ୍ୱାସଯୋଗ୍ୟ ହୋଇ ନିରବଚି଼ହ୍ନ ଭାବେ ସେହି ଅଞ୍ଚଳବାସିଙ୍କ ସେବା ଯୋଗାଇ ଦେଇଥିବା ଅଞ୍ଚଳବାସି ପ୍ରକାଶ କରନ୍ତି |