Monday, October 12, 2026
Home ଆଞ୍ଚଳିକ ଲକଡାଉନରେ ଫସି ଥିବା ପରିବାରକୁ ସହାୟ ହେଲେ ଠିକାଦାର

ଲକଡାଉନରେ ଫସି ଥିବା ପରିବାରକୁ ସହାୟ ହେଲେ ଠିକାଦାର

91

ବାଲିଗୁଡା,୧୩/୦୬(ଜିଲ୍ଲାଖବର): ଅନୁଗୁଳ ଜିଲ୍ଲା ରଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରନ ଗ୍ରାମର ଏକପରିବା ରଲକଡାଉନ ପୂର୍ବରୁକଂସା, ପିତଳଝଳେଇ କାମକରିବା ନିମନ୍ତେକ ନ୍ଧମାଳଜିଲ୍ଲାକୁ ଆସିଥିଲେ ସେମାନେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ରାଇଝରନ ଗ୍ରାମର ଗୋଟିଏ ସ୍କୁଲ ରେ ରହିଯାଇଥିଲେ କାମ କରିବା ଭିତରେ ମହାମାରୀ କରୋନା ବ୍ୟାପିବାରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଥିଲା । ଏଣୁ ସେମାନେ ନିଜଘରକୁ ଯାଇ ପାରିଲେନାହିଁ ପୁଣି ଜୀବିକା ର୍ଜନର ସବୁ ବାଟ ତାଙ୍କ ପାଇଁ ବନ୍ଦ ହୋଇଗଲା ଯାହା ଫଳରେ ସେମାନଙ୍କର ସଂଚିତଧନ ଏହିସମୟରେ ସରିଗଲା ବର୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ ବାର ଦୁଆର ବୁଲି ବୁଲି ମାଗି ଯାଚି ସେଥିରେ ଛଅ ପ୍ରାଣୀ କୁଟୁମ୍ବ ଚଳନ୍ତି ଠିକ ଏହିସମୟରେ ସାହାଯ୍ୟ କରିବାକୁ ଆଗେଇଆସିଥିଲେ ଠିକାଦାର ସୁଶାନ୍ତ କୁମାର ଲେଙ୍କା ଓ ଅଭୟ କୁମାର ପାତ୍ର ତାଙ୍କୁ ଗୋଟିଏ କାର ଭଡା କରି ଖର୍ଚ ଦେଇ ଖାଇବାର ବନ୍ଦୋବସ୍ତ କରି ସେମାନଙ୍କୁ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇ ଝରନଗ୍ରାମକୁ ପଠାଇଥିଲେ | ଏପରି କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ