Friday, November 13, 2026
Home ଆଞ୍ଚଳିକ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର ଆହତ

ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର ଆହତ

24

ଭଞ୍ଜନଗର ୧୨/୦୬ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାମଣ୍ଡି ଗ୍ରାମର ବଂଶୀଧର ବିଷୋୟୀଙ୍କପୁଅ ପ୍ରଦିନ୍ନ ବିଷୋୟୀ ବିଦ୍ୟୁତ୍ ଆଘାତରେ ଗୁରୁତ୍ବ୍ୟର ।ପ୍ରଦ୍ନିନ ଅପରାହ୍ନ ୫ଟା ସମୟରେ ସାଲମା ଡେର୍ସସ ରମାଲିକଙ୍କନୂତନ ଘରକୁ ସଫା କରିବା ପାଇଁ ଯାଇଥିବା ବେଳେ ଭକ୍ତ ଘର ନିକଟରେ ଏକ ବିଦ୍ୟୁତ୍ ତାରରେ ଲାଗି ଗୁରୁତର ହେଇପଡିଥିଲା । ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତିକରାଯାଇଥିଲା ପ୍ରଦ୍ୟୁନର ସ୍ବାସ୍ଥ୍ୟ ଗୁରୁତର ହେବାରୁ ବ୍ରହୁପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା ।

ରିପୋର୍ଟ ରବିନ୍ଦ୍ରପ୍ରଧାନ