Monday, October 12, 2026
Home ଆଞ୍ଚଳିକ ଆଳୁ ବୋଝେଇ ପିକଅପ ମାକ୍ସଭ୍ୟାନ ରେ ଗଞ୍ଜେଇ ଚାଲାଣ

ଆଳୁ ବୋଝେଇ ପିକଅପ ମାକ୍ସଭ୍ୟାନ ରେ ଗଞ୍ଜେଇ ଚାଲାଣ

126

ବାଲିଗୁଡ଼ା ୧୧/୦୬ (ଜିଲ୍ଲା ଖବର) : ବାଲିଗୁଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗର କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ର ଖବର ଜାଣି ପାରି କ.ନୂଆଗାଁ ପୋଲିସ iic ଶ୍ରୀନିବାସ ସାମଲ, ସବନ୍ସ୍ପେକଟର ପ୍ରକାଶ ପ୍ରଧାନ ଓ ଅନାନ୍ୟା ପୋଲିସ କର୍ମଚାରୀ ଙ୍କ ଉପସ୍ଥିତି ରେ ମଙ୍ଗଳବାର ରାତି 10.30 ସମୟରେ ସମ୍ପୃକ୍ତ ଗାଡ଼ିକୁ ସିର୍ତ୍ତିଗୁଡା ନିକଟରୁ ସିଜ୍ କରିଥିଲେ ଉକ୍ତ ଭ୍ୟାନରୁ 131 କେଜି 700 ଗ୍ରାମ ଗଞ୍ଜେଇ ଜବତ କରିଥିଲେ ଏହା ସହ ପୁଲିସ ଉକ୍ତ ମାକ୍ସ ଭ୍ୟାନକୁ ଜବତ କରିଛନ୍ତି ଜବତ ହୋଇଥିବା ଗାଡି ନମ୍ବର WB 57 B 9682 ଥିବା ଜଣା ଯାଇଛି | ଘଟଣା ସ୍ଥଳରୁ ୨ ଗଞ୍ଜେଇ ମାଫିଆକୁ ପୋଲିସ ଗିରଫ କରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଓ ଅନ୍ୟ ଦୁଇ ଜଣ ଦୌଡ଼ି ପଳାଇ ଛନ୍ତି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।