
ବାଲିଗୁଡ଼ା ୧୧/୦୬ (ଜିଲ୍ଲା ଖବର) :କନ୍ଧମାଳ ଜିଲ୍ଲା ର ବାଲିଗୁଡା ସବଡିଭିଜନ ରେ ଭୁବନେଶ୍ୱର ରୁ ବସ ଆସି ପହିଞ୍ଚି ଥିବାର ଦେଖିବାକୁ ମିଳିଛି | ଓଁ ଚକାଡୋଳା ଓ ପ୍ରଶାନ୍ତି ନାମକ ଏହି ଦୁଇଟି ବସ ଗତକାଲି ରାତ୍ରି ଭୁବନେଶ୍ୱର ରୁ ବାଲିଗୁଡା ଅଭିମୁଖେ ବାହିରି ଥିଲା ଓ ଆଜି ସକାଳେ ବାଲିଗୁଡା ରେ ପହଂଚି ଥିଲା | ଏହି ଦୁଇଟି ବସ ରେ ବହୁତ କମ ସଂକ୍ଷକ ଯାତ୍ରୀ ଆସିଥିଲେ | ଆଜି ବାଲିଗୁଡା ବସଷ୍ଟାଣ୍ଡ ଠାରେ ଥିବା ଘରୋଇ ବସ ଟିକଟ କାଉଣ୍ଟର ଖୋଲା ରହିଛି ଓ ଟିକଟ କାଟୁଥିବା ର ଦୃଶ୍ୟଦେଖିବାକୁ ମିଳିଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



