Saturday, October 10, 2026
Home ଆଞ୍ଚଳିକ ବାଲିଗୁଡା ଠାରେ ଦେବସ୍ନାନ ପୁର୍ଣିମା

ବାଲିଗୁଡା ଠାରେ ଦେବସ୍ନାନ ପୁର୍ଣିମା

146

ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : କରୋନା ଭାଇରସ୍ ମୁକାବିଲା ପାଇଁ ଦେଶରେ ପୁଣି ଥରେ ଲକଡାଉନ ଲାଗୁ କରାଯାଇଛି । ସାରାଦେଶରେ ଜ୍ୟେଷ୍ଟ ମାସ ଶୁକ୍ରବାର ଆଜିର ଏହି ଦିନକୁ ଦେବସ୍ନାନ ପୁର୍ଣିମା ନାମରେ ନାମିତ ହୋଇଛି | କରୋନା ର କଟକଣା ଯୋଗୁ ବିନା ଭକ୍ତ ରେ ଚତୁଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ ର କାର୍ଯ୍ୟକ୍ରମ ବାଲିଗୁଡା ର ଜଗନ୍ନାଥ ମନ୍ଦିର ଠାରେ ଦେଖିବାକୁ ମିଳିଥିଲା | ଏଥିରେ ବାଲିଗୁଡା ର ପଣ୍ଡା ଓ ତାଙ୍କର ସହଯୋଗୀ ମାନେ ସାମାଜିକ ଦୂରତା ରଖି ମହାପ୍ରଭୁ ଚତୁଦ୍ଧାମୂର୍ତ୍ତି ଙ୍କୁ ଆଣି ସ୍ନାନ ମଣ୍ଡପରେ ସ୍ନାନ କରାଇଥିଲେ ଓ ନୂତନ ବସ୍ତ୍ର ରେ ଆଭୂଷଣ କରି ପୂଜା ପାଠ କରିଥିଲେ |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।