Wednesday, October 14, 2026
Home ଆଞ୍ଚଳିକ କୋଟଗଡ ସଂଘରୋଧ ଗୃହରେ ୧୪ ଦିନ

କୋଟଗଡ ସଂଘରୋଧ ଗୃହରେ ୧୪ ଦିନ

85

ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : ତାମିଲନାଡୁରୁ ଫେରିବା ପରେ ୪୮ ଜଣ ପ୍ରବାସୀ ଓଡ଼ିଆ କୋଟଗଡ଼ ର ସଙ୍ଘରୋଧ ଗୃହରେ ୧୪ଦିନ ରହିଥିଲେ । ସେମାନଙ୍କୁ ପ୍ରତିଦିନ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଆଣି ଖାଇବାକୁ ଦେଉଥିଲେ । ଏମାନଙ୍କ ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ଦିଆଯାଇ ଥିଲା । ସଂଘରୋଧ ଗୃହରେ ୧୪ ଦିନ ରହିଲା ପରେ ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଗୁରୁବାର ଦିନ ଆନନ୍ଦରେ ଫେରିଛନ୍ତି । କୋଟଗଡ ବ୍ଲକ ବିଡ଼ିଓ କୈଳାସ ମୁର୍ମୁ, ବ୍ଲକ ଅଧ୍ୟକ୍ଷ ସବିତା ମଳିକ, ଉପାଧ୍ୟକ୍ଷ ଟି ପାନ୍ତୁଲୁ ରାଓ, ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ପ୍ରବାସୀ ଓଡ଼ିଆ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।