ବାଲିଗୁଡା : ବସ ସହ ଟ୍ରକ ଦୁର୍ଘଟଣା ଗ୍ରସ୍ତ

584

ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜ଼ିଲ୍ଲା ଆଜି ସନ୍ଧ୍ୟା ସମୟରେ ନାରାୟଣୀ ନାମକ ଯାତ୍ରୀବାହୀ ବସଟି କଳିଙ୍ଗା ଘାଟିରେ ଉଠୁ ଥିବା ବେଳେ ଗୋଟିଏ ଟ୍ରକ ଭାର ସମ୍ୟ ହରାଇ ପିଟି ହୋଇଥିଲା l ଯାହା ଫଳରେ ଟ୍ରକ ଟି ଘଟଣା ସ୍ଥଳରେ ଓଲଟି ଯାଇଥିଲା l ଡ୍ରାଇଭର ଆହାତ ହେବା ସହ କିଛି ଯାତ୍ରୀ ମଧ୍ୟ୍ୟ ଆହାତ ହେବାର ଦେଖିବାକୁ ମିଳିଥିଲା l ଘଟଣା ସ୍ଥଳରେ ଅମ୍ୱୁବୁଲାନ୍ସ ପହଞ୍ଚି ଉଦୟଗିରି ମେଡିକାଲକୁ ଅଣାଯାଇଥିଲା l ଘଟଣା ସ୍ଥଳରେ ସ୍ଥାନୀୟ ଥାନାର ଆଇଆଇସି ଚିତ୍ତରଞ୍ଜନ ବେହେରା ପହଞ୍ଚି ତଦନ୍ତ ଚଳେଇଥିବା ଜଣାପଡିଛି।