Thursday, October 15, 2026
Home ଆଞ୍ଚଳିକ କାମପଡ଼ା ପଦାସାହି ରେ ଆତ୍ମହତ୍ୟା

କାମପଡ଼ା ପଦାସାହି ରେ ଆତ୍ମହତ୍ୟା

68

ବାଲିଗୁଡା ୨୪/୫ (ଜିଲ୍ଲା ଖବର) : ଗତକାଲି ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ କାମପଡ଼ା ପଦାସାହି ରେ ରହୁଥିବା ଗୁଣ୍ଡିଚା ବେହେରା ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ତାଙ୍କର ବୟସ 35 ବର୍ଷ ସେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ ଓ ତାଙ୍କର ଦୁଇଟି ପିଲା ଥିବାର ଜଣା ପଡିଛି | ତାଙ୍କ ପିତା ଙ୍କ ନାମ ବେଡ଼େଙ୍ଗା ବେହେରା | ବାଲିଗୁଡା ASI ମୃତୁଞ୍ଜୟ ପ୍ରଧାନ ଓ କୁଳମଣି ରାଉତ ଟିମ ନେଇ ଘଟଣା ସ୍ଥଳକୁ ଯାଇ ଶବ ଜବତକରି ବାଲିଗୁଡା ମେଡିକାଲ କୁ ପୋଷ୍ଟମଟମ ପାଇଁ ପଠାଇ କେସ ନମ୍ବର 9/20 ରେ ମାମଲା ରୁଜୁ କରିଛନ୍ତି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।