Wednesday, October 14, 2026
Home ଜାତୀୟ ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

23
Image: weuttarakhand

ନୂଆଦିଲ୍ଲୀ,୨୩/୦୫: ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । “ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀରେ ମର୍ମାହତ।ମୃତକଙ୍କ ପରିବାର ପ୍ରତି ଆମର ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।