Home ଆଞ୍ଚଳିକ ବନ ସଂରକ୍ଷଣ ସମିତି ପକ୍ଷରୁ ଗ୍ରୋସରୀ

ବନ ସଂରକ୍ଷଣ ସମିତି ପକ୍ଷରୁ ଗ୍ରୋସରୀ

73

ବାଲିଗୁଡା ୨୨/୫ (ଜିଲ୍ଲା ଖବର) : ବାଲିଗୁଡା ନିକଟସ୍ଥ କେ.ନୂଆଗାଁ ବ୍ଲକ ର ଶୀର୍ତ୍ତିଗୁଡା ଗ୍ରାମ ପଂଚାୟତ ଅଧୀନ ରେ ଥିବା ବନବିଭାଗ ଆମ ଜଙ୍ଗଲ ଯୋଜନା ବନ ସଂରକ୍ଷଣ ସମିତି ଗୁଞ୍ଜିଗାଁ ଠାରେ ଗ୍ରୋସରୀ ସାମଗ୍ରୀ ପକେଟ କରି ବାଣ୍ଟୁ ଥିବାର ଦେଖିବାକୁ ମିଳିଥିଲା | ସେହି ଗ୍ରୋସରୀ ସାମଗ୍ରୀ ଭିତରେ ଚୁଡା, ଚିନି, ତେଲ, ବଡ଼ି, ସାବୁନ,ସର୍ଫ, ମସଲାଗୁଣ୍ଡ , ଆଳୁ, ପନିପରିବା ଥିବାର ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମରେ ବନବାସୀ ସେବା ସମିତିର ଆସିଷ୍ଟାଣ୍ଡ ସେକ୍ରେଟେରୀ ରବୀନ୍ଦ୍ର କୁମାର ପଣ୍ଡା,ବିଶ୍ଵଜୀତ ଜେନା, କେ.ନାୟକ ଏବଂ ଆମ ଜଙ୍ଗଲ ଯୋଜନା ବନ ସଂରକ୍ଷଣ ସମିତି ପ୍ରୋଜେଟ ର ଅଧକ୍ଷ ମୋହିନୀ ମଲ୍ଲିକ, ରଂଜିତ କୁମାର ପଣ୍ଡା, ଗୌତମ ମଲ୍ଲିକଉପସ୍ଥିତି ରହି ଗ୍ରୋସରୀ ସାମଗ୍ରୀ ପକେଟ କରି ଲୋକମାନଙ୍କୁ ବାଣ୍ଟୁ ଥିବାର ଦେଖିବାକୁ ମିଳିଥିଲା |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ