ସାମୁହିକ ଲକ୍ଷ୍ମୀ ପୂଜା

54

ବ୍ରହ୍ମପୁର,୨୩/୧୧ : ଗଞ୍ଜାମ ଜିଲ୍ଲା ଖୋଡାସିଙ୍ଗି ଚଣ୍ଡୀ ମନ୍ଦିର ପ୍ରାଗଣରେ ସାମୁହିକ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି l ମହିଳା ମାନେ ସମୂହ ଭାବେ ମାଣ ବସେଇ,ଲକ୍ଷ୍ମୀ ପୁରାଣ ପାଠ କରିବା ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି l ଏହି ସମୂହ ଲକ୍ଷ୍ମୀ ପୂଜାରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ସମ୍ମାନିତ ଅତିଥି ଭାବେ ବନମାଳୀ ସେଠୀ ,ଶିବ ଶଙ୍କର ନାୟକ ,ଯୁବ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଏମ ରାଜେନ୍ଦ୍ର କୁମାର,ରାଜ୍ୟ ପରିଷଦ ସଦସ୍ୟ ମନୋଜ କୁମାର ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମଣ୍ଡଳ ସମ୍ପାଦକ ପ୍ରମୋଦ ସାହୁ,ପ୍ରମୁଖ ଯୋଗ ଦେଇଥିବା ବେଳେ ରଜକ ସମାଜ ସଭାପତି କାମା ପ୍ରସାଦ ସେଠୀ, ସମ୍ପାଦକ ନିରଞ୍ଜନ ସେଠୀ, ଉପସଭାପତି ଲଳିତ ମୋହନ ସେଠୀ, ସହ ସମ୍ପାଦକ ପ୍ରସାନ୍ତ ସେଠୀ , ସମାଜସେବୀ ବିକି ସେଠୀ, ରବିନ୍ଦ୍ର ନାଥ ସେଠୀ, ରଞ୍ଜନ ସେଠୀ, ସନ୍ତୋଷ ଦାସ, ପୂର୍ଣ୍ଣ ନାୟକ, ସୁରେନ୍ଦ୍ର ସାମଲ ପ୍ରମୁଖ ବିଜେପି କର୍ମକର୍ତ୍ତା କାର୍ଯକ୍ରମ ପରିଚାଳନା କରି ଥିଲେ l

ମଣ୍ଡଳ ଉପସଭାପତି କବିତା କୁମାରୀ ସେଠୀ ,ଇଂ ସପ୍ନେଶ୍ୱରି ବେହେରା , ଜୟନ୍ତିମାଳା ସେଠୀ ମଣ୍ଡଳ ସଭାନେତ୍ରୀ ମଧୁସ୍ମିତା ଅଗସ୍ତି, ସମ୍ପାଦକ ମନିସା ଦାସ, ଏମ . ପିଙ୍କି , ମମତା ସେଠୀ ,ଝିଲି ସେଠୀ , ବୈଜୟନ୍ତି ସେଠୀ , ,ପ୍ରମୁଖ ମହିଳା ମାନେ ମିଶି ସମୂହ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ । ପୂର୍ଣ୍ଣ ଚନ୍ଦ୍ର ଦାସ , ନରସିଂହ ଦାସ , ମିଥୁନ ଦାସ , ସନ୍ତୋଷ ଚନ୍ଦ୍ର ନାୟକ ,, ଗୋଦାବରୀ ସେଠୀ , ବାବୁ ସେଠୀ , ନିଳାଞ୍ଚଳ ସେଠୀ , ଟୁକୁ ସେଠୀ , ବୁଲୁ ସେଠୀ , ହେମନ୍ତ ସେଠୀ , ଘନ ବେହେରା , ସନ୍ତୋଷ ବିଷୋୟୀ , ବି. ମାଥ ପାତ୍ର , ରଞ୍ଜନ ସେଠୀ , ଚିତ୍ର ସେଠୀ ଓ ଡାଲେୟା ସେଠୀ ଆଦି ଗ୍ରାମବାସୀ ବୃନ୍ଦ ଯୋଗଦେଇ ଥିଲେ ।